April 20, 2025

ସିଦ୍ଧୁଙ୍କ ଇସ୍ତଫା ଉପରେ ଅମରିନ୍ଦରଙ୍କ ଟ୍ୱିଟ୍ : କହିଲେ, “ମୁଁ କହିଥିଲି – ସେ ସ୍ଥାୟୀ ଲୋକ ନୁହଁନ୍ତି”

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସରେ ଦିନକୁ ଦିନ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ଦଳର ହାଇକମାଣ୍ଡ ପଞ୍ଜାବ କଂଗ୍ରେସ କନ୍ଦଳକୁ ଶେଷ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଥମିବାର ନାଁ ନେଉନି । ନବଜୋତ ସିଂ ସିଦ୍ଧୁ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି, ଏହା ପରେ ପଞ୍ଜାବ କଂଗ୍ରେସ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia