April 24, 2025

ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ; ଜାଣନ୍ତୁ, କେଉଁ ମାନେ କରିବେ ଏଣ୍ଟ୍ରି ?

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ । ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia