April 21, 2025

ସାବଧାନ: ଅନଲାଇନ ଠକେଇ ମାମଲା ବଢି ଚାଲିଛି, ଠକାମିରୁ ବଞ୍ଚିବା ପାଇଁ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ

ଆଜିକାଲି ସାମାଜିକ ଗଣମାଧ୍ୟମ ଯୁଗରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ, ଅନଲାଇନରେ ସପିଙ୍ଗ କରିବା ଠାରୁ ଆରମ୍ଭ କରି ଫୁଡ ଅର୍ଡର କରିବା ସହଜ ହୋଇ ଯାଇଛି। ତେବେ ଏହିସବୁ ମଧ୍ୟରେ ଆପଣଙ୍କ ପଛରେ ସାଇବର କ୍ରାଇମ, ଅପରାଧୀ ସଂସ୍ଥା ସବୁ ଆପଣଙ୍କ ସମ୍ବନ୍ଧରେ ଖୁବ ସହଜରେ ସଂଗ୍ରହ କରୁଛନ୍ତି ତଥ୍ୟ। ଦିନକୁ ଦିନ ନୂଆ ନୂଆ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia