April 22, 2025

ସଲମାନଙ୍କ ଇଦ୍ ପାର୍ଟିରେ କଙ୍ଗନା

ମୁମ୍ବାଇ: ସଲମାନ ଖାନଙ୍କ ଇଦ୍ ପାର୍ଟିରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଏହା ସମସ୍ତଙ୍କୁ ଚକିତ କରିଥିଲା କାରଣ କଙ୍ଗନା ରାନାୱତ ପ୍ରାୟତଃ କୁହନ୍ତି ଯେ, ବଲିଉଡରେ ତାଙ୍କର ବନ୍ଧୁ ନାହାଁନ୍ତି । ନିକଟରେ ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ, ସଲମାନ ତାଙ୍କର ଜଣେ ଭଲ ବନ୍ଧୁ। ଏହା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia