April 29, 2025

ସରକାରଙ୍କ ସ୍ୱଚ୍ଛ ଅବକାରୀ ନୀତି ବୃଦ୍ଧି କରିଛି ରାଜସ୍ୱ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସଫଳ ଅବକାରୀ ନୀତି ବିଗତ ୧୩ ବର୍ଷ ଧରି ନିୟମିତ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି । ୨୦୨୧ -୨୨ରେ ଅବକାରୀ ରାଜସ୍ବ ସଂଗ୍ରହ ୫୫୨୮୪୦ କୋଟି ଏବଂ ୨୦୯୪ କୋଟି ଟଙ୍କାର ଭାଟ୍‌ ଆକାରରେ ଆଦାୟ କରାଯାଇଛି । ଅବକାରୀ କ୍ୟାଡରର ପୁନର୍ଗଠନ କରାଯାଇ ସମୁଦାୟ କ୍ୟାଡ଼ର ସଂଖ୍ୟା ୧୯୦୬ରୁ ୨୨୧୦କୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia