ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବାତ୍ୟାର ଦିଗ ଜାଣା ପଡିନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ଜଣାପଡିବ । ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Bengaluru, Mumbai City eye Super Cup quarters
28 missing children reunited with families in Ganjam
Girls outperform boys in BU Plus III final year exams