April 22, 2025

ସମାଜବାଦୀ ପାର୍ଟିକୁ ଝଟକା ଦେବାକୁ ବିଜେପିର ପ୍ରସ୍ତୁତି: ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣା ଯାଦବକୁ ଦଳ କରିପାରେ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବିଜେପିର ୩ ଜଣ ମନ୍ତ୍ରୀଙ୍କ ସମେତ ଜଣଙ୍କ ପରେ ଜଣେ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହେବାରେ ଲାଗିଛନ୍ତି। ନିର୍ବାଚନ ଆରମ୍ଭରୁ ଏହା ବିଜେପିକୁ ଜୋରଦାର ଝଟକା ଦେଇଛି। ଏହି ପରିସ୍ଥିତିରେ ସମାଜବାଦୀକୁ ମାତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia