April 21, 2025

ସପା ଆସନରୁ ରାଜ୍ୟସଭା ଯିବେ କପିଲ ସିବଲ ! ଡିମ୍ପଲ୍ ଯାଦବ ଏବଂ ଜାଭେଦ ଅଲିଙ୍କ ନାମରେ ମଧ୍ୟ ଚର୍ଚ୍ଚା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର 11 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ମଧ୍ୟରେ ସମାଜବାଦୀ ପାର୍ଟି ଏହାର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି । ସୂଚନାନୁସାରେ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଏବଂ ଜାଭେଦ ଅଲି ଖାନଙ୍କୁ ରାଜ୍ୟସଭାକୁ ପଠାଇପାରନ୍ତି । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia