April 21, 2025

ସଡ଼କ ଦୁର୍ଘଟଣାର ସାଙ୍ଘାତିକ୍ ତଥ୍ୟ: ୧୦୦ରେ ପ୍ରାଣ ହରାଉଛନ୍ତି ୪୮ ଜଣ

ଭୁବନେଶ୍ୱର: ରାଜ୍ୟ ଗତବର୍ଷ (୨୦୨୦ ମସିହା) ରେ ମୋଟ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁ ବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ରହିଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia