April 22, 2025

ସକାଳେ ଟମାଟୋ, ଅପରାହ୍ନରେ ସମ୍ବିତ ପାତ୍ରଙ୍କ ଗାଡି ଉପରକୁ କାଳି ମାଡ

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଗାଡ଼ିକୁ ଟମାଟୋ ଓ କାଳିମାଡ଼ ହୋଇଛି । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି । ଟମାଟୋ ଓ କାଳି ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ପୁରୀ ବଳଗଣ୍ଡି ଛକରେ ଟମାଟୋ ଓ ଝାଡେଶ୍ୱରୀ କ୍ଲବ ଛକରେ କାଳି ମାଡ଼ ହୋଇଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia