April 21, 2025

ସଂସଦରେ ଅନୁପସ୍ଥିତ ସାଂସଦମାନଙ୍କୁ ମୋଦୀଙ୍କ ଭର୍ତ୍ସନା : ‘ନିଜ ଭିତରେ ପରିବର୍ତ୍ତନ ଆଣ, ନଚେତ୍ ପରିବର୍ତ୍ତନ ହୋଇଯିବ’

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଦେଶରେ ଦରବୃଦ୍ଧି, ବେକାରୀ, କରୋନା ଭାଇରସ ମହାମାର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ସଂସଦରେ ଅଡୁଆ ସୃଷ୍ଟି କରୁଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଅଧିବେଶନର ଦ୍ୱିତୀୟ ସପ୍ତାହରେ ଅନୁପସ୍ଥିତ ଥିବାରୁ ଅନେକ ବିଜେପି (ଭାରତୀୟ ଜନତା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia