April 21, 2025

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣହୂତି ଦେଇଛନ୍ତି ଗଜପତି ମହାରାଜ । ଦିନ ୧୦ଟା ୩୦ରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ଶିଳା ସ୍ଥାପନ କରାଯାଇଛି । ଐତିହ୍ୟ କରିଡର କାମର ଶୁଭାରମ୍ଭ କରିବା ପାଇଁ ସାଢେ ୯ଟା ସୁଦ୍ଧା ପୁରୀରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia