April 23, 2025

ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ: ରଥଖଳାରେ ଶେଷ ହେଲା ଚକାଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି । ନାହାକା ଓ ଅଖ ସହ ଚକ ଯୋଡାଯାଇଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ହୋଇଛି । ତାଳଧ୍ୱଜ ରଥର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia