April 30, 2025

ଶ୍ରୀକ୍ଷେତ୍ରରେ ସୂର୍ଯ୍ୟକିରଣ ଶୋ : ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଏୟାର ଶୋ’ ପ୍ରଦର୍ଶନ

ପୁରୀ: ରାଜଧାନୀ ପରେ ଶ୍ରୀକ୍ଷେତ୍ରରେ ଆୟୋଜିତ ହେଲା ସୂର୍ଯ୍ୟକିରଣ ଶୋ’ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଆଜି ଏୟାର ଶୋ’ ପ୍ରଦର୍ଶନ । ଏରୋବେଟିକ୍ ଟିମ ଆକାଶ ମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି । ଏକା ସହିତ ପୁରୀ ଆକାଶରେ ଉଡ଼ିଲା ୯ଟି ହକ୍ ଲଢୁଆ ବିମାନ । ଏଥିପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia