April 22, 2025

ଶେଷ ହେଲା ବିବାହ, ସାମ୍ନାକୁ ଆସିଲା ରଣବୀର-ଆଲିୟାଙ୍କ ବିବାହର ପ୍ରଥମ ଫଟୋ

ମୁମ୍ବାଇ: ଶେଷ ହେଲା ବିବାହ । ସାମ୍ନାକୁ ଆସିଲା ରଣବୀର-ଆଲିୟାଙ୍କ ବିବାହର ପ୍ରଥମ ଫଟୋ । ମିସେସ୍‌ କପୁର ବନିଲେ ଆଲିଆ । ଦୀର୍ଘ ଦିନ ହେବ ଆଲିୟା ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଗତକାଲି ଦୁହିଁଙ୍କ ମେହେନ୍ଦି ସେରିମୋନି ଥିଲା। ଆଜି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia