April 21, 2025

ଶିଖମାନଙ୍କ ଉପରେ ମନ୍ତବ୍ୟ ମାମଲାରେ ବଢିଲା କଙ୍ଗନାଙ୍କ ସମସ୍ୟା, ନୋଟିସ୍ ଜାରି କଲା ଦିଲ୍ଲୀ ବିଧାନସଭା ପ୍ୟାନେଲ

ଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ସର୍ବାଦା ମିଡିଆର ଶିରୋନାମାରେ ରହି ଆସୁଛନ୍ତି । ଏହି ସମୟରେ ଶିଖ ସମାଜ ଉପରେ ତାଙ୍କର ଗୋଟିଏ ବିବୃତ୍ତି ପରେ କଙ୍ଗନା ରାଣାୱତଙ୍କ ସମସ୍ୟା ଆହୁରି ବଢିଯାଇଛି । କଙ୍ଗନାକୁ ଦିଲ୍ଲୀ ବିଧାନସଭା ପ୍ୟାନେଲ ସମନ ଜାରି କରିଛି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia