April 21, 2025

ଶପଥ ପୂର୍ବରୁ ଗଣେଶଙ୍କୁ ପୂଜା କଲେ ଟୁକୁନି ସାହୁ

ଭୁବନେଶ୍ବର: ନବୀନଙ୍କ ନୂଆ ଟିମର ଶପଥପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଶପଥ ଗ୍ରହଣ ପୂର୍ବରୁ ବାବା ଗଣପତିଙ୍କୁ ଆରାଧନା କଲେ ଟିଟଲାଗଡର ବିଧାୟିକା ଟୁକୁନି ସାହୁ । ତେବେ ନବୀନଙ୍କ ଟିମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ ବିଶ୍ୱାସ ଜିଣିଥିବାରୁ ତାଙ୍କୁ ଏହି ପଦ ପାଇଁ ମନୋନିତ କରାଯାଇଛି । {image-tukuni-sahu-1618225832-1654410775.jpg

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia