April 21, 2025

ଶପଥ ନେଲେ ନବୀନଙ୍କ ନୂଆ ଟିମ: ୨୧ ମନ୍ତ୍ରୀଙ୍କ ସହ ଗଢା ହେଲା ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ଶପଥ ନେଲେ ନବୀନଙ୍କ ନୂଆ ଟିମ । ୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ଅଛନ୍ତି। ଲୋକସେବା ଭବନର କନଭେନସନ ହଳରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମସ୍ତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia