April 22, 2025

ଶନିବାର ପୂର୍ବାହ୍ନ 11 ଟାରେ ହେବ ପଞ୍ଜାବ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ

ଚଣ୍ଡିଗଡ଼ : ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବହୁମତ ହାସଲ କରି ସରକାରପ ଗଠନ କରିଛି । ଦଳ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଏହା ପରେ ପଞ୍ଜାବ କ୍ୟାବିନେଟର ଶପଥ ସମାରୋହ 19 ମାର୍ଚ୍ଚ (ଶନିବାର) ପୂର୍ବାହ୍ନ 11 ଟା ସମୟରେ ଅୟୋଜିତ ହେବ । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia