April 22, 2025

ଲ୍ୟାଣ୍ଡଫଲ୍‌ କରିବନି ସମ୍ଭାବ୍ୟ ବାତ୍ୟା: IMD ଡିଜି

ଭୁବନେଶ୍ବର: ବାତ୍ୟାକୁ ନେଇ ବଡ ଅପଡେଟ୍ । ମିଳିଲା ଆଶ୍ୱସ୍ତିକର ଖବର । ଲ୍ୟାଣ୍ଡଫଲ୍‌ କରିବନି ସମ୍ଭାବ୍ୟ ବାତ୍ୟା । ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୧୦ ରାତିରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia