April 22, 2025

ଲାଲୁ ପ୍ରସାଦ ଯାଦବଙ୍କ ସହ ଜଡିତ 17 ଟି ସ୍ଥାନରେ ସିବିଆଇ ଚଢାଉ, ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଆଜି ଲାଲୁ ପ୍ରସାଦ ଯାଦବଙ୍କ 17 ଟି ସ୍ଥାନ ଉପରେ ଚଢାଉ କରିଛି । ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia