April 22, 2025

ଲାଇଭ: ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ପୁଷ୍କର ସିଂହ ଧାମି। ଏହି ପାହାଡ ଆଚ୍ଛାଦିତ ରାଜ୍ୟରେ ସଦ୍ୟ ସମାପିତ ବିଧାନସଭା ନିର୍ବାଚନରେ ବିଜେପି ନିର୍ବାଚନ ଲଢିଥିଲା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ଵରେ। ରାଜ୍ୟବାସୀ ପୁଣିଥରେ ଧାମିଙ୍କ ନେତୃତ୍ଵ ସହିତ ବିଜେପିକୁ କ୍ଷମତାସୀନ କରାଇଛନ୍ତି। 60 ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ଆସନ ମଧ୍ୟରୁ ଭାରତୀୟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia