April 22, 2025

ରିଲିଜ ପୂର୍ବରୁ ‘ଖତରା ଡେଞ୍ଜରିୟସ୍’କୁ ବଡ ଝଟକା, ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପ୍ସରା ରାଣୀ

ମୁମ୍ବାଇ: ବୋଲ୍ଡ ବିଷୟ ଉପରେ ଚଳଚ୍ଚିତ୍ର ନିର୍ମାଣ ଏବଂ ଭିନ୍ନ ଏକ ଶୈଳୀ ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ତାଙ୍କର ଆଗାମୀ ଚଳଚ୍ଚିତ୍ର ଯୋଗୁଁ ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି । ରାମୁଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ‘ଖତରା ଡେଞ୍ଜରିୟସ୍’ ଏପ୍ରିଲ 8 ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରିବାକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia