April 20, 2025

ରିଲିଜ୍ ହେଲା କୁଇନ୍ କଙ୍ଗନାଙ୍କ ଥଲାଇଭି: ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ବହୁ ପ୍ରତିକ୍ଷିତ ମୁଭି ଥଲାଇଭି ମୁକ୍ତିଲାଭ କରିସାରିଛି । ପ୍ରଥମ ଦିନ ସାରା ଭାରତରେ କଲେକ୍ସନ କରିଛି ୧.୨୫ କୋଟି ଟଙ୍କା । ହିନ୍ଦି ବେଲଟ୍ ତୁଳନାରେ ଦକ୍ଷିଣ ଭାରତରେ ଭଲ ବ୍ୟବସାୟ କରିଛି ଫିଲ୍ମ । ଥଲାଇଭି ସବୁଠାରୁ ଭଲ ପ୍ରଦର୍ଶନ ହୋଇଛି ତାଲିଲନାଡୁରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia