ଭୁବନେଶ୍ୱର: ଆଉ ଦିନକ ପରେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ । ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଫୁଲ୍ ଡ୍ରେସ୍ ପରେଡ ଅଭ୍ୟାସର ଶେଷ ଦିନ ଥିଲା । ଆଜି ପୁଲିସ ଡିଜିଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହରର୍ସାଲ କରାଯାଇଥିଲା । {image-capture-1660390748.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Min clarifies on Ayushman Bharat, warns hospitals against negligence
3 kids find new homes outside state
Cops reach out to Pak woman living in Jamshedpur, ask her to apply for LTV