April 22, 2025

ରାଜ୍ୟସଭା ନିର୍ବାଚନ ଫଳାଫଳ 2022 : 13 ଟି ରାଜ୍ୟସଭା ଆସନରୁ 5 ହାତେଇଲା ବିଜେପି, ଜାଣନ୍ତୁ କଂଗ୍ରେସକୁ ମିଳିଲା କେତେ ସିଟ୍

ନୂଆଦିଲ୍ଲୀ : 13 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ରାଜ୍ୟସଭା ନିର୍ବାଚନ ଫଳାଫଳ 2022 ମୋଟ 13 ଟି ରାଜ୍ୟସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ପାଞ୍ଚଟି, ଆମ୍ ଆଦମୀ ପାର୍ଟି ପାଞ୍ଚଟି ଆସନ, LDF ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନ ହାସଲ କରିଛି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia