April 21, 2025

ରାଜ୍ୟସଭାରେ ଉତ୍ତେଜନା କାରଣରୁ ସମଗ୍ର ଶୀତ ଅଧିବେଶନରେ ନିଲମ୍ବିତ ହେଲେ 12 ଜଣ ସାଂସଦ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ଆଜି ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର 23 ପର୍ଯ୍ୟନ୍ତ ଜାରି ରହିବ । ଶୀତ ଅଧିବେଶନର ପ୍ରଥମ ଦିନରେ ବିରୋଧୀଦଳର ପ୍ରବଳ ଉତ୍ତେଜନା ମଧ୍ୟରେ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର କରାଯାଇଛି । କୃଷି ଆଇନ ରଦ୍ଦ ବିଲ୍ 2021 କୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia