ଭୁବନେଶ୍ୱର: ପୁଣି ୪ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ ଜିଲ୍ଲାରୁ ୩୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୦ ଜଣ ସଂକ୍ରମିତ ଅଛନ୍ତି । ୧୯୯ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୪୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
BJD leaders among 11 arrested for assaulting man in Odisha over social media post
Trio held for illegal sand quarrying in Kendrapada
Woman killed over dowry in Kendrapada, 2 detained