April 20, 2025

ରାଜ୍ୟରେ ପୁଣି ସାମାନ୍ୟ ବଢିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଦୈନିକ କରୋନା ସଂକ୍ରମଣରେ ପୁଣି ବୃଦ୍ଧି । ଗତ ଦୁଇ ଦିନ ହେବ ଛଅ ଶହ ମାର୍କ ଉପରେ ରହୁଛି ରାଜ୍ୟର ଦୈନିକ କରୋନା ସଂକ୍ରମଣ । ଗତକାଲି ୬୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ୧୮

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia