ଭୁବନେଶ୍ୱର: ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ କୋଭିସିଲ୍ଡ ରହିଛି । ଆଉ ଏହି ଟିକା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଣିଗ୍ରାହୀ । ସବୁ ଜିଲ୍ଲାରେ କମ ସଂଖ୍ୟକ କୋଭିସିଲଡ଼ ଟିକା ଅଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Kidneys of 6-yr-old brain dead boy saves two lives
NHRC seeks report on under-utilisation of DMF funds
Train services halted in Odisha’s Bhadrak after electrical tower falls due to thunderstorm