ଭୁବନେଶ୍ୱର: ମାହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେନ୍ଦ୍ରରୁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ଜାରି ରହିବ ମାଗଣା ଟିକା ଦାନ । ରାଜ୍ୟରେ ବର୍ତ୍ତମାନ ୧୧୫୦ଟି କେନ୍ଦ୍ରରେ ଦିଆଯାଉଛି ବୁୁଷ୍ଟରଡୋଜ୍ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Similipal to set up mini nurseries for endangered plants conservation
2 held from UP for duping visitors with fake Puri shrine accommodation sites
1 dead, 6 injured in mine bus accident