April 20, 2025

ରାଜ୍ୟରେ ଆଉ ୪୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ନୂଆ ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣ ୧୮ ବର୍ଷରୁ କମ ବର୍ଗର ବୋଲି ଜଣାପଡ଼ିଛି । ସେହିପରି କ୍ୱାରେଣ୍ଟାଇନ୍‌ରୁ ୩୮୧ ଜଣ ଓ ୧୯୨ ସ୍ଥାନୀୟ ସଂକ୍ରମଣ ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia