April 21, 2025

ରାଜନୀତିରେ ପ୍ରବେଶ କଲେ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ, କଂଗ୍ରେସରେ ହେଲେ ସାମିଲ

ମୁମ୍ବାଇ : ଜଣାଶୁଣା ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ବୁଧବାର କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ସେ କଂଗ୍ରେସ ଦଳରେ ଯୋଗଦେବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । କାମ୍ୟାଙ୍କୁ ମୁମ୍ବାଇ କଂଗ୍ରେସ ସଭାପତି ଭାଇ ଜଗତାପ, କାର୍ଯ୍ୟକାରୀ ସଭାପତି ଚରଣ ସିଂ ସାପ୍ରା ଏବଂ ଯୁବ ନେତା ସୁରଜ ସିଂ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia