ରାଜଧାନୀରେ ଡେଙ୍ଗୁ ଭୟ, ବଢିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଭୟ । ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। କିଛି ଦିନ ତଳେ ମଧ୍ୟ ଭୁବନେଶ୍ବରରେ ଡେଙ୍ଗୁ କାୟାବିସ୍ତାର କରିଥିଲା । ଏବେ ପୁଣି ଲୋକଙ୍କ ଚିନ୍ତା ବଢାଉଛି ଡେଙ୍ଗୁ । ତେବେ ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବରରେ ୭୬୭ ରୋଗୀ ଚିହ୍ନଟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia