April 22, 2025

ରାଜଧାନୀରେ ଖୋଲିବ ୧୪ଟି ଡ୍ୟାନ୍ସ ବାର, ରାତି ୧୨ ଯାଏ ଜମିବ ନାଚ, ଗୀତର ଆସର

ଭୁବନେଶ୍ୱର: ରାଜଧାନୀରେ ଖୋଲିବ ୧୪ଟି ଡ୍ୟାନ୍ସ ବାର । ବାର୍‌ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍‌ ହେବ ରାଜଧାନୀର ରାତି । ନାଚଗୀତ ସହ ଜମିବ ମଦର ଆସର । ଦୀର୍ଘ ୨ ବର୍ଷ ହେଲା ଡ୍ୟାନସ ବାର୍ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ ଉଠାଇ କୋହଳ କରାଯାଇଛି। ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia