April 29, 2025

ରାଜଧାନୀରେ ଆରମ୍ଭ ହେଲା ଇ-ରାଇଡ ଓ ଇ-ବସ୍‌ ସେବା , ଯାତ୍ରୀଙ୍କୁ ମିଳିବ ୨ଦିନ ମାଗଣା ସେବା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ଇ-ରାଇଡ ଓ ଇ-ବସ୍‌ ସେବା । ଗତକାଲି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ରୋଡର ନବୀନ ନିବାସ ସାମ୍ନାରେ ଉଭୟ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ବାୟୁପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇପାରିବ । ଆସନ୍ତା କାଲି ପର୍ଯ୍ୟନ୍ତ ଯାତ୍ରୀ ପାଇପାରେବେ ମାଗଣା ସେବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia