April 22, 2025

ରବିବାର ବସିବ କଂଗ୍ରେସ କଂଗ୍ରେସ ୱାର୍କିଂ କମିଟିର ବୈଠକ, ପରାଜୟ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, କଂଗ୍ରେସ ୱାର୍କିଂ କମିଟିର ବୈଠକ ବସିବ ରବିବାର ଅପରାହ୍ନରେ। ବିଧାନସଭା ନିର୍ବାଚନରେ ପ୍ରଦର୍ଶନ ପରେ କଂଗ୍ରେସର ସବୁଠାରୁ ବଡ ନିଷ୍ପତ୍ତି ଗ୍ରହଣକାରୀ କମିଟିର ବୈଠକକୁ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ଵପୂର୍ଣ ଭାବରେ ବିଚାର କରାଯାଉଛି। ନିକଟରେ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ​​ଦଳର ପ୍ରଦର୍ଶନ ଉପରେ ଆଲୋଚନା ହେବ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia