ରଥାଯାତା ବେଳେ 5 ସୂତ୍ରୀ ନିୟମକୁ ଫୁ ! ରଥ ଉପରେ ମାଳ ମାଳ ଅଣସେବାୟତ, ଫଟୋ ଉଠାଇ କଲେ ରିଲ୍ସ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରରୂପେ କରିବାକୁ ବିଭିନ୍ନ ପ୍ରସ୍ତୁତି କରିଥିଲା ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ହୋଇଥିଲା 5 ସୂତ୍ରୀ ନିୟମ । ହେଲେ ଏହି ନିୟମକୁ ମାଡ଼ି ମକଚି ରଥ ଉପରେ ଚଢିଲେ ମାଳ ମାଳ ଅଣସେବାୟତ । ରଥ ଉପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଛୁଇଁବା ସହ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia