April 22, 2025

ଯୋଗୀ ଆଦିତ୍ଯନାଥଙ୍କ ଶପଥ ଗ୍ରହଣର ମହା ସମାରୋହ: ଯୋଗ ଦେବେ ମୋଦୀ, ଅମିତାଭ ବଚ୍ଚନ ଏବଂ ଏକାଧିକ ମୁଖ୍ୟମନ୍ତ୍ରୀ

ରାଜଧାନୀ ଲକ୍ଷ୍ନୋ ଆଜି ଚଳଚଞ୍ଚଳ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ। ଦେଶରେ ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବିଜେପିର ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ଯ ନାଥ। ଏଥିପାଇଁ ଆୟୋଜିତ ହେଉଛି ଭବ୍ୟ ସମାରୋହ। ଉତ୍ତର ପ୍ରଦେଶର ସଂସ୍କୃତିକ ରାଜଧାନୀ ବାରଣାସୀରେ ଆଜି ଅନୁଷ୍ଠିତ ହେଉଛି ସ୍ଵତନ୍ତ୍ର ପୂଜା।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia