କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢି ସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ବୋମାମାଡ଼ । ବିଳମ୍ବିତ ରାତିରେ ବାଇକରେ ଆସି ବୋମା ଫିଙ୍ଗିଲେ ଦୁଇ ଦୁର୍ବୁତ୍ତ । ୩ଟି ବୋମାମାଡ଼ ହୋଇଥିବା ବେଳେ ନିକଟରେ ଆଉ ୨ଟି ଅଫୁଟା ବୋମା ପଡିରହିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Accused in Rs 3cr financial fraud held from Assam
New police station, police reserve office opened
4 CWC members dismissed over ‘gross negligence’