April 22, 2025

‘ଯଦି ସବୁକିଛି ବିଜେପି ପାଇଁ ଛାଡି ନଥାନ୍ତୁ, ତେବେ ଦେଶରେ ଶିବସେନାର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ’ – ସଞ୍ଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପରେ ସଞ୍ଜୟ ରାଉତ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ସହିତ ଗଠବନ୍ଧନ କରି 25 ବର୍ଷ ବରବାଦ ହେବା ନେଇ ଉଦ୍ଧବ ଠାକରେଙ୍କ ବିବୃତ୍ତିକୁ ସମର୍ଥନ କରି ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନା ଏଥିପାଇଁ ଏକ ବଡ ମୂଲ୍ୟ ଦେଇଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia