April 21, 2025

ମୋଦୀ ସରକାରକୁ ପୁରିଲା 8 ବର୍ଷ, ଜାଣନ୍ତୁ 8 ବର୍ଷରେ ସରକାରଙ୍କ 8 ବଡ଼ ଫୈସଲା

ନୂଆଦିଲ୍ଲୀ : ‘ମେଁ ନରେନ୍ଦ୍ର ଦାମୋଦର ଦାସ ମୋଦୀ, ଇଶ୍ୱର କି ଶପଥ ଲେତା ହୁଁ…’ । ଏହି ଶପଥ ପାଠ କରି ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନରେନ୍ଦ୍ର ମୋଦୀ । ଏନଡିଏ ସରକାରରେ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାରେ ଆଜିକୁ ପୁରିଛି 8 ବର୍ଷ । ଏଥି ମଧ୍ୟରେ ଏକଦା ଲୋକସଭାରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia