April 20, 2025

ମୋଦୀଙ୍କ ପ୍ରଶଂସାରେ ଶତମୁଖ ଆଜାଦ, କହିଲେ ‘… ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ପରିଶ୍ରମୀ’

ନୂଆଦିଲ୍ଲୀ: କଂଗ୍ରେସରୁ ଦୂରେଇ ଯାଇଥିବା ଗୁଲାମ ନବୀ ଆଜାଦ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମେ ଉଭୟ ବିଜେପିକୁ ପ୍ରଶଂସା ଓ ସମାଲୋଚନା କରୁ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ପରିଶ୍ରମୀ । ଅନ୍ୟପକ୍ଷରେ କଂଗ୍ରେସକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia