April 22, 2025

ମେଡିକାଲରେ ଭର୍ତ୍ତି ହେଲେ ‘ବଚ୍ଚପନ୍ କା ପ୍ୟାର’ ସିଙ୍ଗର ସହଦେବ ଦର୍ଦୋ

‘Bachpan Ka Pyaar’ Singer Injured: ‘ବଚ୍ଚପନ୍ କା ପ୍ୟାର’ ଗୀତରେ ଲୋକପ୍ରିୟ ହୋଇଥିବା ସହଦେବ ଦର୍ଦୋ ମଙ୍ଗଳବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି। ସୁକମା ଜିଲ୍ଲା ଡାକ୍ତରଖାନାରେ ପ୍ରଥମ ଚିକିତ୍ସା ପରେ ତାଙ୍କୁ ଡିମ୍ରାପାଲ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia