April 29, 2025

ମୁଖ୍ୟ ଶାସନ ସଚିବଙ୍କ ନାଁରେ ଫେକ ଆକାଉଣ୍ଟ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମରେ ଫେକ୍ ଆକାଉଣ୍ଟ। ତାଙ୍କର ହ୍ୱାଟସ୍ ଆପ୍ ପ୍ରୋଫାଇଲ ବ୍ୟବହାର କରି ଲୁଟ କରୁଛନ୍ତି ଠକ । ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏହି ମାମଲା ବିଷୟରେ ସୂଚନା ପ୍ରଦାନ କରିଛି । ସେଲ୍ ନମ୍ବର (9315641784) ମୁଖ୍ୟ ସଚିବ ସୁରେଶ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia