April 20, 2025

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଭାରତ ହକି ବିଶ୍ୱକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର

ସୁନ୍ଦରଗଡ଼: ଆଗାମୀ ହକି ବିଶ୍ୱକପ ଲାଗି ଭାରତୀୟ ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ବିଶ୍ୱକପରେ ଭାରତ ଚାମ୍ପିୟନ ହେଲେ ପ୍ରତି ଖେଳାଳିଙ୍କୁ ପୁରସ୍କାର ବାବଦକୁ ଦିଆଯିବ ଏକ କୋଟି ଟଙ୍କା । ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia