April 21, 2025

ମାଗଣା ବିଦ୍ୟୁତ ଉପରେ ଅଖିଳେଶଙ୍କ ନିର୍ବାଚନୀ ପ୍ରତିଶୃତି, କୃଷକମାନଙ୍କୁ ଜଳସେଚନ ମାଗଣା ଏବଂ ସାଧାରଣ ଲୋକଙ୍କ ପାଇଁ 300 ୟୁନିଟ୍

ଲକ୍ଷ୍ନୌ : ଜାନୁଆରୀ 5 ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ । ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି । ନିର୍ବାଚନ ପୂର୍ବରୁ ଘରୋଇ ଗ୍ରାହକଙ୍କୁ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia