April 22, 2025

ମହିଳାମାନେ ବିକିନି, ଓଢଣୀ, ଜିନ୍ସ କିମ୍ବା ହିଜାବ ପିନ୍ଧିବା ସେମାନଙ୍କର ଅଧିକାର : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : କର୍ଣ୍ଣାଟକର ଉଡ୍ଡୁପିରେ ଛାତ୍ରୀମାନେ କଲେଜରେ ହିଜାବ ପିନ୍ଧିଥିବା ନେଇ କ୍ଲାସରେ ବାରଣ ହେବା ପରେ ମାମଲା କୋର୍ଟରେ ପହଞ୍ଚିଛି । ଗୋଟିଏ ପଟେ କିଛି ଛାତ୍ରୀ ହିଜାବ ପିନ୍ଧିଥିବାରୁ କଲେଜ ପ୍ରଶାସନ ବିରୋଧରେ ବିରୋଧ କରୁଛନ୍ତି, ଅନ୍ୟ ପଟେ କିଛି ଛାତ୍ର ଗେରୁଆ ଗାମୁଛା ପିନ୍ଧି ଜୟ ଶ୍ରୀ ରାମ ନାରା ଦେଇ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia