April 22, 2025

ମହାମାରୀ ସତ୍ୱେ ରାଜ୍ୟରେ ବଢିଛି ମୁଣ୍ଡ ପିଛା ଆୟ, ଆସିଲା ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ମହାମାରୀ ସତ୍ୱେ ରାଜ୍ୟରେ ବଢିଛି ମୁଣ୍ଡ ପିଛା ଆୟ । ଏମିତି କିଛି କହୁଛି ଆଜି ବିଧାନସଭାରେ ଜାରି ହୋଇଥିବା ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia