April 21, 2025

ମନ୍ତ୍ରୀମଣ୍ଡଳ ନବକଳେବର: ନବୀନଙ୍କ ନୂଆ ଟିମରେ 5 ମହିଳା ଚେହେରା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ ନବକଳେବର । ନୂଆ ଟିମ୍ ଗଢିଲେ ନବୀନ । ରବିବାର ଦିନ 11.45 ମିନିଟରେ ଶପଥ ଗ୍ରହଣ କରିବେ ସମସ୍ତ 21 ମନ୍ତ୍ରୀ । ତେବେ ଏଥର ନୂଆ ଟିମରେ 5 ମହିଳା ଚେହେରାଙ୍କୁ ସାମିଲ କରିଛନ୍ତି ସୁପ୍ରିମୋ ନବୀନ । ରାଜନୀତିରେ ମହିଳା କାର୍ଡ ଖେଳୁଥିବା ବିଜେଡି ମନ୍ତ୍ରିମଣ୍ଡଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia